Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
Watch: ଦଳରୁ ଉତ୍କୃଷ୍ଟ ସୃଷ୍ଟି, ଡାଲ ହ୍ରଦ ଘାସରୁ ତିଆରି କରୁଛନ୍ତି ମୂଲ୍ୟବାନ ସାଜସଜ୍ଜା ଉପକରଣ
2 weeks ago
ଫୁଲଦାନୀ, ହାତୀ, କଣ୍ଢେଇ ଓ ଭଳିକି ଭଳି ମନଲୋଭା ଘର ସାଜସଜ୍ଜା ଉପକରଣ... ଦେଖିଲେ ବିଶ୍ବାସ ହୁଏନି ଏଗୁଡିକ ନଦୀରେ ବଢୁଥିବା ଅଦରକାରୀ ଦଳରୁ ତିଆରି ହୋଇଥାଏ ପାରେ... ଶ୍ରୀନଗରର ଜଣେ ମହିଳା କାରିଗର ସିମରନ୍ ଏପରି ଏକ ନିଆରା ପ୍ରାକୃତିକ କଳାକୃତି ଦୀର୍ଘ ଦିନ ଧରି ତିଆରି କରି ଆସୁଛନ୍ତି ।ବର୍ଦ୍ଧିତ କଞ୍ଚାମାଲ ଦାମ୍ ଯୋଗୁଁ ନୂତନ କଳାକୃତି ଉଦ୍ଭାବନ:
ସିମରନ୍ କାଗଜ ମଣ୍ଡରୁ ବିଭିନ୍ନ କଳାକୃତି ଦୀର୍ଘ 5 ବର୍ଷ ଧରି ତିଆରି କରୁଥିଲେ । ହେଲେ କଞ୍ଚାମାଲର ଦାମ୍ ବୃଦ୍ଧି ଯୋଗୁଁ ସେ ଏଥିପାଇଁ କିଛି ନୂଆ କରିବା ପାଇଁ ବିଚାର କରିଥିଲେ । ପ୍ରଥମେ କିଛି ପ୍ରୟାସ ତାଙ୍କର ସଫଳ ହୋଇନଥିଲା । ସେ ତିଆରି କରୁଥିବା କଳାକୃତି ଭାଙ୍ଗିଯାଉଥିଲା ଏବଂ ଦୀର୍ଘସ୍ଥାୟୀ ହୋଇ ରହୁନଥିଲା । ଏହା ପରେ ସେ ଭିନ୍ନ ପ୍ରକାରର ଘାସ ଓ ଏହାକୁ ବ୍ୟବହାର କରିବା ଆଗରୁ ବତୁରେଇବା ସମୟରେ ପରିବର୍ତ୍ତନ କରିଥିଲେ ।ଦୀର୍ଘ 2 ବର୍ଷର ପରୀକ୍ଷାନିରୀକ୍ଷା ପରେ ଶେଷରେ ସଫଳ ହେଲେ । ସେ ବର୍ତ୍ତମାନ ନିଜର କଳାକୃତିକୁ ପ୍ରାକୃତିକ ଘାସ ଓ ଚାଉଳ ଅଟାରୁ ତିଆରି ଘୋଳର ମିଶ୍ରଣରେ ତିଆରି କରନ୍ତି । ଏଥିରେ କୌଣସି ପ୍ରକାରର କେମିକାଲ ମଧ୍ୟ ବ୍ୟବହାର କରନ୍ତି ନାହିଁ । ବର୍ତ୍ତମାନ ସିମରନ୍ ଏହି ପ୍ରକ୍ରିୟାକୁ ସ୍ଥାନୀୟ ମହିଳାଙ୍କୁ ତାଲିମ୍ ସ୍ବରୁପ ଶିଖାଇ ରୋଜଗାରକ୍ଷମ କରିବାକୁ ଚାହାଁନ୍ତି । ମହିଳା ସଶକ୍ତିକରଣ:
ତାଙ୍କ ଶିକ୍ଷକ, ମହମ୍ମଦ ୟୁସୁଫ୍, ଜଣେ ମହିଳାଙ୍କୁ ଶିକ୍ଷାଦାନ କରିବା ପାଇଁ ଏକଦା ସମାଲୋଚନାର ଶିକାର ହେଉଥିଲେ । ଆଜି ସେ ଗର୍ବର ସହିତ ସିମରନଙ୍କ କାମକୁ ସମର୍ଥନ କରନ୍ତି । ସେମାନେ 50 ଜଣ ଝିଅଙ୍କୁ ତାଲିମ ଦେବାକୁ ଯୋଜନା କରୁଛନ୍ତି । ସେମାନଙ୍କୁ ଏହି କଳାକୁ ବ୍ୟବସାୟରେ ପରିଣତ କରିବାକୁ ଉତ୍ସାହିତ କରିବେ ।ସିମରନ୍ ଓ ତଙ୍କ ଗୁରୁ କହିଛନ୍ତି ଯେ, ସେମାନେ କଳାକୃତି ବିଭାଗ (Handicrafts Department) ପକ୍ଷରୁ ସହାୟତା ଆଶାରେ ଅଛନ୍ତି । ନିଜର କଳା ପ୍ରଦର୍ଶନ କରିବାକୁ ସେ ଏକ ପ୍ଲାଟଫର୍ମର ଅନୁସନ୍ଧାନରେ ମଧ୍ୟ ଅଛନ୍ତି । ବର୍ତ୍ତମାନ ସେମାନେ ଏହି ପ୍ରକ୍ରିୟାକୁ ସାରା ବିଶ୍ବ ସମ୍ମୁଖରେ ପ୍ରଦର୍ଶନ କରିବା ପାଇଁ ଅବସର ଖୋଜୁଛନ୍ତି ।ଏହା ମଧ୍ୟ ପଢନ୍ତୁ:ମୋଦିଙ୍କ ଜନ୍ମଦିନରେ ବେଦପାଠରେ କମ୍ପିଲା ମନ୍ଦିର ପରିସର; ୪୦ ହଜାର ଟ୍ରାଇବାଲ ପିଲା କାଟିଲେ କେକ୍, ସମୂହ ଦୀପ ପ୍ରଜ୍ୱଳନପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ୨,୫୦୦ ଦୀପରେ ୨୫ ଫୁଟର ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକସ୍ୟାଣ୍ଡ୍ ଆନିମେସନରେ ପ୍ରଭୁ ଶ୍ରୀ ଗଣେଶ
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
0:49
|
Up next
ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ: କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି
ETVBHARAT
1 day ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
5 weeks ago
1:05
ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲେ ୫ ଫୁଟର ମଗର
ETVBHARAT
6 weeks ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
2 months ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
7:09
भारत का संकटमोचक अन्न मध्य प्रदेश में जीवित, सूखा और फूड क्राइसिस करता है छूमंतर
ETVBHARAT
8 minutes ago
2:56
दालमंडी में बुलडोज़र एक्शन, मकानों को गिराने की आज अंतिम कार्रवाई !
ETVBHARAT
14 minutes ago
1:54
మేడిపల్లిలోని నగల షాపులో భారీ చోరీ - రూ.3 కోట్ల విలువైన వజ్రాభరణాల అపహరణ
ETVBHARAT
15 minutes ago
1:42
झांसी मेडिकल कॉलेज की नई इमरजेंसी नवरात्रि से शुरू होगी; 500 बेड की नई इमारत में संचालन
ETVBHARAT
17 minutes ago
0:57
തൊഴിലുറപ്പ് ജോലിക്കിടെ കാട്ടാന ആക്രമണം; വയോധികക്ക് ദാരുണാന്ത്യം, ആശുപത്രി ഉപരോധിച്ച് നാട്ടുകാർ
ETVBHARAT
17 minutes ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
3 months ago
2:41
ଅନ୍ତର୍ଜାତୀୟ ଯୋଗ ଦିବସ: କୋଣାର୍କ ମନ୍ଦିର ସମ୍ମୁଖରେ ଯୋଗ ଦିବସ ପାଳିତ
ETVBHARAT
4 months ago
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
5 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
6 months ago
1:19
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭକଲେ ୬୧ତମ ଫେମିନା ମିସ୍ ଇଣ୍ଡିଆର ୩୦ ପ୍ରତିଯୋଗୀ
ETVBHARAT
6 months ago
0:56
Watch: କାମନା ଦେବଙ୍କ ପୀଠରେ ମେରୁଯାତ୍ରା, କଣ୍ଟାରେ ଗଡ଼ିଲେ, ନିଆଁରେ ଝୁଲିଲେ
ETVBHARAT
6 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
6 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
7 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
7 months ago
0:26
Watch: ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ରଙ୍ଗରୁ ନେଇ ରୋଚକ ତଥ୍ୟ
ETVBHARAT
7 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
9 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
10 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
11 months ago
3:26
ସବୁଜ ଦୀପାବଳି ପାଳିବେ ବସ୍ତି ପିଲା, ପ୍ରଦୂଷଣ ରୋକିବାକୁ ଦିଆଗଲା ବାର୍ତ୍ତା
ETVBHARAT
1 year ago