Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଚୋରି ଭୟରୁ ନିଆରା ଯୋଗାଡ଼, ଛାତ ଉପରେ ସ୍କର୍ପିଓ କାର୍ ପାର୍କିଂ
4 weeks ago
ଗୋପାଳଗଞ୍ଜ (ବିହାର): ସାଧାରଣତଃ ଘର ଛାତ ଉପରେ ଲୋକେ ଗଛ ଲଗାଇଥାନ୍ତି, ପାଣି ଟାଙ୍କି ରଖିଥାନ୍ତି କିମ୍ବା ଲୁଗା ଶୁଖାଇବା ବ୍ୟବସ୍ଥା କରିଥାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତି ଚୋରି ଭୟରେ ନିଜର ନୂଆ ସ୍କର୍ପିଓ କାର୍ଟିକୁ ଛାତ ଉପରେ ପାର୍କ କରିଛନ୍ତି । ଏକ କ୍ରେନ୍ ସହାୟତାରେ ନିଜ ଗାଡ଼ିକୁ ଛାତ ଉପରେ ପହଞ୍ଚାଇଛନ୍ତି । ବିହାରର ଗୋପାଳଗଞ୍ଜରୁ ଆସିଥିବା ଆଶ୍ଚର୍ଯ୍ୟ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବିହାର ମାଞ୍ଜା ଥାନା କ୍ଷେତ୍ରସ୍ଥିତ ମୀରା ଟୋଲା ଗ୍ରାମର ମନୋଜ ଯାଦବ ନିକଟରେ ନୂଆ ସ୍କର୍ପିଓ କ୍ଲାସିକ୍ କାର୍ କିଣିଥିଲେ । ମନୋଜ ଯାଦବ ନିଜେ ଇସ୍ରାଇଲ୍ରେ ଚାକିରି କରନ୍ତି ଏବଂ ଘରେ ତାଙ୍କ ପତ୍ନୀ ରହୁଥିଲେ । ମନୋଜ ଯାଦବ ବିଦେଶ ଯିବା ପରେ ଗାଡ଼ିର ରକ୍ଷଣାବେକ୍ଷଣ ପାଇଁ ଡ୍ରାଇଭରକୁ ରଖାଯାଇଥିଲା । ମାତ୍ର କିଛି ଦିନ ପରେ ଡ୍ରାଇଭର ମଧ୍ୟ କୌଣସି କାମ ପାଇଁ ବିଦେଶ ଯିବା ପରେ କାର୍ଟିର ସୁରକ୍ଷା ପାଇଁ ପରିବାର ଉପରେ ଚିନ୍ତା ବଢିଥିଲା । ଦୁଇ ମହଲା ଘର ଉପରେ କାର୍ ପାର୍କିଂ :
ସ୍ଥାନୀୟ ବାସିନ୍ଦା ରାମ କୁମାର କହିଛନ୍ତି, "ଘରେ କୌଣସି ପୁରୁଷ ସଦସ୍ୟ ନଥିବାରୁ, କାର୍ଟି ଚୋରି ହୋଇଯିବା କିମ୍ବା କ୍ଷତିଗ୍ରସ୍ତ ହେବା ନେଇ ପରିବାର ଲୋକେ ଚିନ୍ତିତ ଥିଲେ । ଦୀର୍ଘ ସମୟ ପାଇଁ ଗାଡ଼ିଟିକୁ ସୁରକ୍ଷିତ ରଖିବାର ଅନ୍ୟ କୌଣସି ଉପାୟ ନପାଇ, ଘର ମାଲିକ ଏକ ଭିନ୍ନ ନିଷ୍ପତ୍ତି ନେଇଥିଲେ । ସେମାନେ ଏକ ବଡ଼ କ୍ରେନ୍ (crane) ଡକାଇ କାର୍ କୁ ଦୁଇ ମହଲା ଘରର ଛାତ ଉପରେ ରଖିଦେଲେ ।"ମୋବାଇଲରେ କଏଦ ହେଲା ଦୃଶ୍ୟ:
କ୍ରେନ୍ ଦ୍ବାରା ଛାତ ଉପରେ କାର୍ ରଖାଯିବାର ଦୃଶ୍ୟ ଜନୈକ ବ୍ୟକ୍ତି କ୍ୟାମେରାରେ କଏଦ କରିଥିଲେ । ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନେଟିଜେନ୍ସ (Netizens) ଏହି ଅନନ୍ୟ ଯୋଗାଡ଼କୁ ଦେଖି ଭିନ୍ନ ପ୍ରତିକ୍ରିୟା ପ୍ରଦାନ କରିଛନ୍ତି । କିଛି ଲୋକ ଏହାକୁ ପ୍ରଶଂସା କରିଥିବା ବେଳେ କିଛି ଲୋକ ଘରର ଛାତର ମଜବୁତି ଓ ଅଧିକ ଭାର ସହିବାର କ୍ଷମତା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହା ମଧ୍ୟ ଦେଖନ୍ତୁ:ବାୟୁ ପ୍ରଦୂଷଣ ରୋକିବାକୁ BMCର ମାରାଥନଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
Category
🗞
News
Transcript
Display full video transcript
00:01
This video is brought to you by S.T.A.L.D.
00:58
Transcription by CastingWords
01:11
Transcription by CastingWords
Show less
Recommended
1:19
|
Up next
Watch: ଦଳରୁ ଉତ୍କୃଷ୍ଟ ସୃଷ୍ଟି, ଡାଲ ହ୍ରଦ ଘାସରୁ ତିଆରି କରୁଛନ୍ତି ମୂଲ୍ୟବାନ ସାଜସଜ୍ଜା ଉପକରଣ
ETVBHARAT
2 weeks ago
2:04
କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
ETVBHARAT
5 weeks ago
2:41
ଅନ୍ତର୍ଜାତୀୟ ଯୋଗ ଦିବସ: କୋଣାର୍କ ମନ୍ଦିର ସମ୍ମୁଖରେ ଯୋଗ ଦିବସ ପାଳିତ
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
5 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
5 months ago
3:13
Explainer : क्या सच में 'जीविका' ने 20 सालों में बिहार की महिलाओं की बदली जिंदगी ?
ETVBHARAT
8 minutes ago
2:11
অন্ডালে কয়লাখনিতে দুর্ঘটনা ! মিথেন গ্যাস-জল ঢুকে আতঙ্ক, অল্পের জন্য রক্ষা 2 শ্রমিকের
ETVBHARAT
9 minutes ago
2:35
महिला पत्रकारों से कथित उत्पीड़न मामला: जांच क्राइम ब्रांच को ट्रांसफर, FIR की मांग को लेकर रातभर थाने के बाहर बैठे रहे प्रदर्शनकारी
ETVBHARAT
11 minutes ago
0:59
2 দিন পর এনক্লোজার ছেড়ে বক্সার জঙ্গলে ঢুকল বাঘিনি
ETVBHARAT
16 minutes ago
0:25
कानपुर में सरकारी डॉक्टर ने की आत्महत्या; दूसरी पत्नी से विवाद के बाद उठाया खौफनाक कदम
ETVBHARAT
19 minutes ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
6 months ago
3:57
ଗଜମୁଆଁରେ ପାରଳା ମହାରାଜାଙ୍କ ପ୍ରତିକୃତି, ଧୂମଧାମରେ ପରମ୍ପରା ପାଳିଲେ ଗଜପତିବାସୀ
ETVBHARAT
6 months ago
0:26
Watch: ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ରଙ୍ଗରୁ ନେଇ ରୋଚକ ତଥ୍ୟ
ETVBHARAT
7 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
9 months ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
9 months ago
3:15
WATCH: ସଂସ୍କୃତିର ଅପୂର୍ବ ସମନ୍ବୟ,ଗଜପତିରେ ଓଡ଼ିଆ-ତେଲୁଗୁ ପାଳିଲେ ମକର ସଂକ୍ରାନ୍ତି
ETVBHARAT
9 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
9 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
10 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
11 months ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
1 year ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
2 years ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
1 year ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
1 year ago