Skip to playerSkip to main content
  • 3 hours ago
80th Independence Day, ପୁରୀ: ବାଲୁକା ଚିତ୍ରକଳା ମାଧ୍ୟମରେ ସାରା ଭାରତବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୮୦ ତମ ସ୍ୱାଧୀନତା ଦିବସକୁ ଉତ୍ସାହ ଉଦ୍ଦୀପନାର ସହ ପାଳନ କରିବା ପାଇଁ ସାରା ଭାରତ ବର୍ଷରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳାରେ ସାରା ଭାରତବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେଇଛନ୍ତି, ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସ୍ୱାଧୀନତା ଦିବସର ଅଭିନନ୍ଦନ ଦେବା ପାଇଁ ସୁଦର୍ଶନ ପୁରୀର ନୀଳାଦ୍ରୀ ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ବାଲୁକା ଚିତ୍ରକଳାରେ ସେ ତ୍ରିରଙ୍ଗାକୁ ଆଙ୍କି ଥିବା ବେଳେ ଜାତୀୟ ପକ୍ଷୀ ମୟୂରର ପ୍ରତିକୃତିକୁ ମଧ୍ୟ ସ୍ଥାନ ଦେଇଛନ୍ତି । ବାଲୁକା ଚିତ୍ରକଳାରେ "UNITY IN DIVERSITY"ର ବାର୍ତ୍ତା ଦେଇଛନ୍ତି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ଏହା ମଧ୍ୟ ପଢ଼ନ୍ତୁ- ବ୍ରହ୍ମପୁରରେ ତ୍ରିରଙ୍ଗା ଶୋଭାଯାତ୍ରା: ମହାତ୍ମାଗାନ୍ଧୀ ଷ୍ଟାଡିୟମରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାଏହା ମଧ୍ୟ ପଢ଼ନ୍ତୁ- ସ୍ୱଚ୍ଛତା ସାଙ୍ଗକୁ ଦେଶପ୍ରେମର ବାର୍ତ୍ତା ଦେଲା ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ, ଘରେ ଘରେ ତ୍ରିରଙ୍ଗା ବିତରଣ କଲେ ଜିଲ୍ଲାପାଳଇଟିଭି ଭାରତ, ନିମାପଡ଼ା

Category

🗞
News
Transcript
00:00Wait, wait, wait, wait, wait, wait, wait.
00:38I don't know.
01:02the
01:03the
01:03the
01:03the
01:03the
01:03the
01:16It's a long way to get out of the gate.
01:19There is a huge gap in the gate.
01:21After a while, there is a gap in the gate.
01:25Here's the gap in the gate.
01:31There is a gap in the gate.
01:32In the gate, there is a gap in the gate.
Comments

Recommended