Skip to playerSkip to main content
  • 7 months ago
ପୁରୀ: ପୋଙ୍ଗଲ ଓ ପବିତ୍ର ମକର ସଂକ୍ରାନ୍ତି ଅବସରରେ, ପ୍ରସିଦ୍ଧ ବାଲୁକା କଳାକାର ମାନସ ସାହୁ ପୁରୀ ଜଗନ୍ନାଥ ଧାମର ପବିତ୍ର ପରିବେଶରେ ଏକ ରଙ୍ଗିନ ଓ ଆକର୍ଷଣୀୟ ବାଲୁକା ଆନିମେସନ ସୃଷ୍ଟି କରିଛନ୍ତି । 

ଭକ୍ତି ଓ କଳାତ୍ମକ ସୌନ୍ଦର୍ଯ୍ୟ ସହିତ ତିଆରି ହୋଇଥିବା ଏହି ବିଶେଷ ଆନିମେସନ ଫସଲ ଉତ୍ସବ, କୃତଜ୍ଞତା ଏବଂ ସାଂସ୍କୃତିକ ଏକତାର ଉତ୍ସବମୟକୁ ସୁନ୍ଦର ଭାବେ ପ୍ରତିଫଳିତ କରେ । ମାତ୍ର ୨ ରୁ ୩ ମିନିଟ୍‌ ମଧ୍ୟରେ ଏହି କଳାକୃତି ସମ୍ପୂର୍ଣ୍ଣ କରାଯାଇଥିଲା । ଏହା ମାନସ ସାହୁଙ୍କର ଅସାଧାରଣ ଦକ୍ଷତା ଓ ବାଲୁକା ଆନିମେସନ କଳାରେ ତାଙ୍କର ପାରଦର୍ଶିତାକୁ ପ୍ରମାଣିତ କରେ ।
ଏହି କଳା ମାଧ୍ୟମରେ କଳାକାର ସମଗ୍ର ଦେଶବାସୀଙ୍କୁ ଏହି ପର୍ବର ଶୁଭେଚ୍ଛା ଜ୍ଞାପନ କରିବା ସହିତ ସମସ୍ତଙ୍କୁ ସମୃଦ୍ଧି, ସୁଖ ଓ ସୌଭାଗ୍ୟ କାମନା କରିଛନ୍ତି । ଏପଟେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକର ସଂକ୍ରାନ୍ତି ନୀତି ଅନୁଷ୍ଠିତ ହେଉଛି । ଆଜି ଭକ୍ତଙ୍କୁ ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ପବିତ୍ର ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ଇଟିଭି ଭାରତ, ପୁରୀ 

Category

🗞
News
Transcript
00:00raj грoram
00:07Gas thananimation
00:10
00:10신animation
00:11Samastate
00:13id
00:15Pungal
00:17green
00:19Kurt
00:19God
00:20God
00:21God
00:21God
00:23You
00:24God
00:26What
00:28God
00:29Bas
Comments

Recommended